Tarini Akhira Tara
23 Views
Dec 31 1969
00:21:26
5

ତେଜ୍, ତୁଶାରକୁ ଫୋନ୍ କରି ଧମକ ଦିଏ ଏବଂ ଘରକୁ ଗୋଟେ ଗୀଫ୍ଟ ପଠାଏ...ତେଜ୍ ର ଗୀପ୍ଚ ଦେଖି ପୁରା ପରିବାର ଡରିଯାନ୍ତି ଏବଂ ମୋହିନୀ ଏ ସବୁ ପାଇଁ ତାରିଣୀକୁ ଦେୟୀ କରେ..ସେପଟେ ତରୁଣ ତାରାକୁ ମନ କଥା କହିବ ବୋଲି ଯୋଜନା କରେ..କ’ଣ ତରୁଣ ତାରାକୁ କହିପାରିବ ସେ ତାକୁ କେତେ ପସନ୍ଦ କରେ..?
Share