Tarini Akhira Tara
13 Views
Dec 31 1969
00:21:43
5

ତାରା ସାମ୍ନାକୁ ତା ବ୍ଲଡ୍ ରିପୋର୍ଟ ଆସେ...ହେଲେ ସେ କିଛି ଜାଣିବା ପୂର୍ବରୁ ରାକେଶ ସେ ରିପୋର୍ଟକୁ ଲୁଚେଇ ଦିଏ...ତାରା ମହେଶ ଠାରୁ ତା ରୋଗ ବିଷୟରେ ଜାଣିବାକୁ ଚେଷ୍ଟା କରେ ହେଲେ ଜାଣିପାରେ ନାହିଁ...କନିକା ଓ ରାକେଶ ତାରାକୁ ନେଇ ଘରକୁ ଫେରିଯିବାକୁ ଚାହୁଁଥିବା ବେଳେ ତାରା କିନ୍ତୁ ଯିବା ପାଇଁ ମନା କରେ...କଣ ତାରା କନିକାର ଏ ନିଷ୍ପତ୍ତିକୁ ବଦଳାଇ ପାରିବ...?
Share