ତୁଶାର ଗାଡିରେ ବମ୍ ବ୍ଲାଷ୍ଟ୍ ଦେଖି ତାରିଣୀ ଭାଙ୍ଗିପଡେ.. ହେଲେ ତୁଶାରକୁ ଠିକ୍ ଥିବା ଦେଖି ତାରିଣୀ ବହୁତ ଖୁସି ହେଇଯାଏ.. ସେପଟେ ନ୍ୟୁଜ୍ ରେ ଖବର ଦେଖି ପରିବାର ବ୍ୟସ୍ତ ଥିବା ବେଳେ ତାରିଣୀ ସମସ୍ତଙ୍କୁ ଜଣାଏ ଏ ସବୁ ତ୍ରୀଶାର କାମ.. ଏବଂ ସେ ହିଁ ପ୍ରତିଶୋଧ ନେବା ପାଇଁ ତୁଶାରକୁ ମାରିବାକୁ ଚାହୁଁଥିବା ଜଣାଏ.. ତାରାକୁ ଘରେ ନ ପାଇ ତରୁଣ ତା ପାଖକୁ ଯିବାକୁ ଭାବେ.. ହେଲେ ସେ କ’ଣ ବୁଝିପାରିବ ରଣବୀର୍ ର ଯୋଜନାକୁ.. ?