ତାରା ଓ ତାରିଣୀ ଜାଣିବାକୁ ପାଆନ୍ତି କନିକାର ଦେହ ଖରାପ ଅଛି..କନିକା ତାରିଣୀକୁ ତାରାର ରିପୋର୍ଟ ବିଷୟରେ ଜଣେଇବାକୁ ଚେଷ୍ଟା କରେ ହେଲେ ତାରା ପାଇଁ କନିକା କିଛି କହିପାରେନି... କ’ଣ ତାରିଣୀ ଜାଣିପାରିବ ତାରା Blood reportର ରହସ୍ୟ ?