ପୁରା ପରିବାର ସହିତ ମୋହିନୀ ରଣବୀର୍ ର ଦେଖା କରାଏ.. ଏବଂ ସମସ୍ତେ ରଣବୀର୍ ଆସିବା ଖୁସି ସହିତ ଜନ୍ମାଷ୍ଚମୀ ଖୁସିକୁ ମନେଇବାକୁ ଚାହାନ୍ତି.. ହେଲେ ମୋହିନୀ କହେ ଏ ବର୍ଷର ଜନ୍ମାଷ୍ଟମୀରେ ତୁଶାର ନୁହେଁ ରଣବୀର୍ ଦହିହାଣ୍ଡି ଭାଙ୍ଗିବ.. ଯାହାକୁ ନେଇ ସମସ୍ତେ ଟିକେ ଆଶ୍ଚର୍ଯ୍ୟ ହୁଅନ୍ତି.. ସେପଟେ ଯୋଗେଶ ରଣବୀର୍ କୁ ଦେଖା କରିବାକୁ ଚାହେଁ ହେଲେ ମୋହିନୀ ରାଗରେ ଯୋଗେଶକୁ ରଣବୀର୍ ସହିତ କଥା କରାଏନି..