Tarini Akhira Tara
431 Views
Dec 31 1969
00:22:44
5
5
ମୋହିନୀ ଯୋଗେଶ ଠାରୁ ଅତୀତର ସତ ଜାଣିବାକୁ ଚାହେଁ, ଯୋଗେଶ ମୋହିନୀକୁ ବ୍ରିଜେସ୍ ତା ସହିତ କରିଥିବା ଛଳନା ବିଷୟରେ ଜଣାଏ.. ଏବଂ ସମସ୍ତଙ୍କ ଆଗରେ ମୋହିନୀ ଠାରୁ ତା ପୁଅ ବିଷୟରେ ସତ ଲୁଚେଇଥିବାରୁ କ୍ଷମା ମାଗେ.. କିନ୍ତୁ ମୋହିନୀ ଯୋଗେଶକୁ କ୍ଷମା କରେ ନାହିଁ.. କ’ଣ ପରିବାର ଲୋକ ରଣବୀର୍ ର ପ୍ରକୃତ ଉଦେଶ୍ୟ ବିଷୟରେ ଜାଣିପାରିବେ.. ?
Share