Tarini Akhira Tara
28 Views
Dec 31 1969
00:21:35
5

ତାରିଣୀ ଜେଲ୍ ରୁ ଘରକୁ ଫେରିଆସେ.. ତାରିଣୀକୁ ଦେଖିକି ସମସ୍ତେ ଖୁସିଥିବା ବେଳେ ରଣବୀର୍ ରାଗିଯାଏ.. ତ୍ରୀଶା ଓ ରଣବୀର୍ ସ୍ଥିର କରନ୍ତି ବିଜୟ ଦଶମୀରେ ଦୁଇ ଭଉଣୀଙ୍କ ସର୍ବନାଶ କରିବେ.. କ’ଣ ମା ଦୁର୍ଗା ରକ୍ଷା କରିପାରିବେ ତାରା ଓ ତାରିଣୀଙ୍କୁ.. ?
Share