Tarini Akhira Tara
11 Views
Dec 31 1969
00:21:52
5

ତାରା ପ୍ରତାପ ଓ ଜେଜେବାପାଙ୍କୁ ତାଙ୍କ ଘରେ ଦେଖି ଖୁସି ହୁଏ..ଯୋଗେଶ ତାରାକୁ ନିଜ ଭୁଲ୍ ପାଇଁ କ୍ଷମା ମାଗନ୍ତି..ତାରିଣୀ ଓ ତୁଷାର ତାରା ସହ ରହିବାକୁ ନିଷ୍ପତ୍ତି ନିଅନ୍ତି..ତୁଷାର ତାରିଣୀ ପାଇଁ ଗୋଟେ Surprise plan କରେ...କ’ଣ ତୁଷାରର ପ୍ଲାନ୍ ସଫଳ ହେବ ?
Share