Tarini Akhira Tara
372 Views
Dec 31 1969
00:22:06
5
5
ତ୍ରୀଶାର ବ୍ୟବହାରରେ ମୋହିନୀ ମଧ୍ୟ ରାଗିଯାଏ.. ତରୁଣ ତ୍ରୀଶା ସହ ତା ନିର୍ବନ୍ଧକୁ ଭାଙ୍ଗିଦିଏ.. ଏ ସବୁ ଦେଖି ତ୍ରୀଶା ଚିନ୍ତାରେ ପଡିଯାଏ ଏବଂ ସେ କେମିତି ତା ଯୋଜନା ସଫଳ କରିବ ସେ ବିଷୟରେ ଚିନ୍ତା କରେ..ସେପଟେ ପୁରା ପରିବାରକୁ ହସ୍ପିଟାଲରେ ଦେଖି ତାରା ବହୁତ ଖୁସିହେଯାଏ..କିନ୍ତୁ ତରୁଣକୁ ନେଇ ତାରା ମନରେ ଭୁଲବୁଝାମଣା ସୃଷ୍ଟି ହୁଏ.. କ’ଣ ଏ ଭୁଲବୁଝାମଣା ତାରା ଓ ତରୁଣଙ୍କ ସଂପର୍କରେ ଫାଟ ସୃଷ୍ଟି କରିବ..?
Share