Tarini Akhira Tara
325 Views
Dec 31 1969
00:21:49
5
5
ତାରା ତାରିଣୀ ପାଖକୁ ଆସେ.. ତାରାକୁ ଦେଖି ପୁରା ପଟ୍ଟନାୟକ ପରିବାର ଆଶ୍ଚର୍ଯ୍ୟ ଥାନ୍ତି.. ହେଲେ ତ୍ରୀଶା ଖୁସି ଥାଏ.. ସେପଟେ କନିକା ତାରିଣୀ କଥା ଶୁଣି ତାକୁ ଦେଖିବାକୁ ଚାଲିଆସେ.. ତାରାକୁ ନେଇ ମୋହିନୀ ମନରେ ଖିବା ରାଗକୁ ଦେଖି କନିକା ମୋହିନୀକୁ ଜବାବ୍ ଦିଏ ଏବଂ ମୋହିନୀ ଓ ତାରା ଭିତରେ ହେଇଥିବା କଥାବାର୍ତ୍ତା ବିଷୟରେ କନିକା ସମସ୍ତଙ୍କୁ ଜଣେଇଦିଏ.. ଯାହାପାଇଁ ତୁଶାର ମଧ୍ୟ ମୋହିନୀ ଉପରେ ରାଗିଯାଏ.. କ’ଣ ମୋହିନୀ ତା ଉଦେଶ୍ୟରେ ସଫଳ ହବ..?
Share