ତାରା ନିଜ ହାତରେ ତାର ସବୁ ଚୁଟି କାଟିଦିଏ.. ଏବଂ ଘରଲୋକଙ୍କ ନଜରରୁ ଲୁଚିକି ବସେ.. ସେପଟେ ତାରିଣୀ ତାରାକୁ କେମିତି ସମ୍ଭାଳିବ କିଛି ଭାବିପାରେନି.. ତରୁଣ ଓ ତୁଶାର ବି ତାରାର ଅବସ୍ଥା ଦେଖି ଡରିଯାନ୍ତି.. ପରେ ତରୁଣ ତାରାକୁ ସାହାସ ଦିଏ.. କଣ ତରୁଣର ଭଲପାଇବା ତାରାକୁ କ୍ୟାନ୍ସର ସହ ଲଢିବାପାଇଁ ସାହାସ ଦବ..?