ତୁଶାର ଓ ତରୁଣ ରଣବୀର୍ କୁ ଖୋଜିବାକୁ ବାହାରନ୍ତି.. ସେପଟେ ରଣବୀର୍ ସହର ଛାଡି ଯାଉଥାଏ.. ପୁରା ପରିବାର ରଣବୀର୍ ର ଫେରିବା ବାଟକୁ ଅପେକ୍ଷା କରିଥିବା ବେଳେ ତୁଶାର ଜଣାଏ ରଣବୀର୍ ତା ଘରେ ନାହିଁ.. ତୁଶାର କଥା ଶୁଣି ମୋହିନୀ ଭାଙ୍ଗିପଡେ.. ସେପଟେ ତୁଶାର ଓ ତରୁଣକୁ ପୋଲିସ୍ ଅଟକେଇଥିବା ବେଳେ ରଣବୀର୍ ଆସି ପହଂଚେ..