ମୋହିନୀ, ତାରା ଓ ତରୁଣ ପାଇଁ ମୁଦୀ ମଗାଏ.. ଦୁହେଁ ଏକା ସାଙ୍ଗରେ ଦୁଇ ଜଣଙ୍କ ପାଇଁ ମୁଦୀ ବାଛନ୍ତି.. ଦୁହିଙ୍କ ଭଲପାଇବା ଦେଖି ସମସ୍ତେ ଖୁସି ହୁଅନ୍ତି.. କନିକା ଆଉ ରାକେଶ, ତାରା ଓ ତାରିଣୀଙ୍କ ପାଇଁ ଖୁସି ଥିବା ବେଳେ..ସେପଟେ ତୁଶାର ତାରିଣୀ ପାଇଁ ବି ତା ମନ ପସନ୍ଦର ମୁଦୀ ଦିଏ.. ତାରା ଓ ତରୁଣଙ୍କ ନିର୍ବନ୍ଧ ଏବେ କି ମୋଡ ଆଣିବ କାହାଣୀରେ.. ?