ତାରିଣୀ ଓ କନିକା ରୂପମ୍ କୁ ଗ୍ରହଣ କରିବାରୁ ରାଜି ହୁଅନ୍ତିନି.. ରୂପମ୍ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରି ବିଫଳ ହୁଏ.. ସେପଟେ ତାରା, ତାରିଣୀ ଓ ତୁଶାରଠୁ ତା Donor ବିଷୟରେ ଜାଣିବାକୁ ଚେଷ୍ଟା କରେ.. ତାରା ର ପ୍ରଶ୍ନ ଶୁଣି ସମସ୍ତେ ଚିନ୍ତାରେ ପଡିଯାନ୍ତି.. ସେପଟେ ରୂପମ୍ କନିକାକୁ ତା ଅତୀତ ବିଷୟରେ ସବୁ ସତ କହେ.. କ’ଣ କନିକା ସବୁ ସତ ଜାଣିବା ପରେ ରୂପମ୍ କୁ ଗ୍ରହଣ କରିନେବ.. ?