Tarini Akhira Tara
85 Views
Dec 31 1969
00:22:41
5

ତାରା ପରିବାର ଲୋକଙ୍କ ସାମ୍ନାରେ ତରୁଣ ସହ ତା ସଂପର୍କର ସତ କହେ.. ସମସ୍ତେ ଖୁସି ହୁଅନ୍ତି ତାରା କଥା ଶୁଣି.. ମୋହିନୀ ଓ ଯୋଗେଶ ତାରା-ତରୁଣଙ୍କ ବାହାଘର କଥା କୁହନ୍ତି କିନ୍ତୁ ତାରା ବାହାହବାକୁ ମନା କରେ.. ସେପଟେ ରୂପମ୍ ତାରାକୁ ଦେଖା କରିବାକୁ ପଟ୍ଟନାୟକ ପରିବାରକୁ ଆସେ.. କ’ଣ ରୂପମ୍ ସହ ତାରିଣୀ ଓ କନିକାର ଦେଖା ସାକ୍ଷାତ୍ ହେଇପାରିବ.. ?
Share