ତାରା ଓ ମୋହିନୀ ଯୋଜନା କରନ୍ତି ତ୍ରୀଶାକୁ ମୋହିନୀର Birthday party ରେ ଘରକୁ ଆଣିବାକୁ ଏବଂ ତରୁଣ ଓ ତ୍ରୀଶାକୁ ଏକାଠି କରିବାକୁ..ତାରା ତରୁଣକୁ ମନେଇବା ପାଇଁ ନ ଖାଇବାର ବାହାନା କରେ..ପରେ ତରୁଣ ତାରାର କଥାରେ ରାଜି ହେଇଯାଏ ଏବଂ ତ୍ରିଶା ସହ କଥା ହେବା ପାଇଁ କହେ...ଅନ୍ୟପଟେ ତାରା ଓ ତରୁଣଙ୍କ Friendship କୁ ନେଇ ତୁଷାର ଓ ତାରିଣୀଙ୍କ ଭିତରେ ସନ୍ଦେହ ସୃଷ୍ଟି ହୁଏ..କଣ ସତରେ ଏ ବନ୍ଧୁତା ବଦଳିଯିବ ଆଉ କିଛି ସଂପର୍କରେ...?