ତ୍ରୀଶାର ବ୍ୟବହାର ଦେଖି ପୁରା ପରିବାର ଆଶ୍ଚଯ୍ୟ ହୁଅନ୍ତି..ମୋହିନୀ ତ୍ରୀଶାକୁ ଘରର ନିୟମ ମାନି ଚଳିବାକୁ କହେ.. ସେପଟେ ତାରା କଷ୍ଟରେ କାନ୍ଦୁଥାଏ.. ତା କାନ୍ଦରେ ହସ୍ପିଟାଲର ଅନ୍ୟଏକ ରୋଗୀ କୋମାରୁ ସେନ୍ସକୁ ଆସେ.. ଯିଏକି ତାରା ଓ ତାରିଣୀ ନାଁ ନିଏ..ଏ ବ୍ୟକ୍ତିର ସଂପର୍କ କ’ଣ ରହିଛି ତାରା ଓ ତାରିଣୀଙ୍କ ସହ.. ?