Tarini Akhira Tara
169 Views
Dec 31 1969
00:22:37
5
5
ତାରିଣୀ ଜାଣିପାରେ ତାରାର ଏମିତି ହଠାତ୍ ଦେହ ଖରାପ ହବା ପଛରେ ତ୍ରୀସାର ହାତ ଅଛି.. ଆଉ ସେଥିପାଇଁ ସେ ତ୍ରୀସାକୁ ସମସ୍ତଙ୍କ ସାମ୍ନାରେ ଧରାପକେଇବାକୁ ସ୍ଥିର କରେ.. ସେପଟେ ତ୍ରୀଶା ସବୁ ଟଙ୍କା ନେଇ ଘର ଛାଡି ଯିବାକୁ ବାହାରିଥିବା ବେଳେ ତାରିଣୀ ଓ ପରିବାର ତାକୁ ଦେଖିନିଅନ୍ତି.. ଏବେ କ’ଣ ହେବ ତ୍ରୀସା ପାଇଁ ତାରିଣୀର ନିଷ୍ପତ୍ତି.. ?
Share