ତରୁଣକୁ ତା ସାଙ୍ଗ ଗୋଟେ ସୁଯୋଗ ଦିଏ ତା ବଦଳରେ ସେ ତୁଶାର ର ସାହାର୍ଯ୍ୟ ଚାହେଁ ହେଲେ ତରୁଣ ତା ସାଙ୍ଗ ଦେଇଥିବା Offer କୁ ମନା କରିଦିଏ.. ସେପଟେ ତୁଶାର ତାରିଣୀକୁ କଥା ଦିଏ ତାରା ଓ ତରୁଣକୁ ସେ ଏକାଠି କରିବ.. ତ୍ରୀଶା ପଟ୍ଟନାୟକ ପରିବାରକୁ ଆସିବା ସହ ସେ ବଦଳିଯାଇଛି ବୋଲି ନାଟକ କରେ ତା ସହିତ ସେ ତରୁଣକୁ ନିଜ କମ୍ପାନୀରେ ସୁଯୋଗ ଦବାକୁ ଚାହୁଁଛି ବୋଲି କହେ.. କଣ ତ୍ରୀଶାର ଏ ନାଟକ ସଫଳ ହେବ..?