Tarini Akhira Tara
99 Views
Dec 31 1969
00:21:56
5

ତାରା, ତରୁଣ ଓ ତ୍ରୀଶାକୁ ଏକାଠି କରିବା ପାଇଁ ଯୋଜନା କରେ ଏବଂ ତ୍ରୀଶା ସହ ଦେଖା ହୁଏ...ହେଲେ ତାରାର ପ୍ରଥମ ଯୋଜନା ବିଫଳ ହୁଏ...ଅନ୍ୟପଟେ ତାରିଣୀର ସନ୍ଦେହ ତାରା ଉପରେ ବଢିବାକୁ ଲାଗେ..କ’ଣ ତାରାର ଯୋଜନା ବିଷୟରେ ଜାଣିପାରିବ ତାରିଣୀ ?
Share