ପ୍ରତାପ ଓ ଯୋଗେଶ ଭିତରେ ଝଗଡା କରିବାରେ ସଫଳ ହେଇଯାଏ ରଣବୀର୍.. ତା ସହିତ ରୂପସୀ ମଧ୍ୟ ସମସ୍ତଙ୍କୁ ଭୁଲ ବୁଝେ.. ସେପଟେ ତାରା ତରୁଣ ସହ କଥା ହବାକୁ ଚାହେଁ ହେଲେ ତରୁଣ ତାରା ଠାରୁ ଦୂରେଇ ଯାଏ.. ଏ ସବୁ ଦେଖି ତାରିଣୀ ବହୁତ ଭାଙ୍ଗିପଡେ.. ଏବେ ନିଜ ପରିବାର ପାଇଁ କ’ଣ କରିବ ତାରିଣୀ.. ?