ତରୁଣକୁ ଭୁଲ ପ୍ରମାଣିତ କରିବା ପାଇଁ ତାରା ତା ସହିତ ନିର୍ବନ୍ଧକୁ ଆସେ.. ସେପଟେ ତ୍ରୀଶା ତରୁଣ ଓ ତାରାକୁ ଘରେ ନ ପାଇଁ ତାରାକୁ ଦୋଷ ଦିଏ ଏବଂ ସମସ୍ତଙ୍କ ସାମ୍ନାରେ ତାରିଣୀକୁ ଅପମାନିତ କରେ.. ହେଲେ ଠିକ୍ ସମୟରେ ତରୁଣ ଆସି ପହଂଚିଯାଏ.. ହେଲେ ତାରିଣୀ ତାରା ପାଇଁ ବହୁତ ଚିନ୍ତାରେ ଥାଏ.. ଏ ନିର୍ବନ୍ଧ ପାଇଁ ତାରାର ଯୋଜନା କ’ଣ ରହିଛି..?