ତାରିଣୀ ଓ ତୁଷାର ପୁରୀ ବୁଲିବାକୁ ବାହାରନ୍ତି ହେଲେ ତାରିଣୀ ତାରାକୁ ନେଇ ଚିନ୍ତାରେ ଥାଏ..ତାରା ଓ ତରୁଣ ବହୁତ ଗୁଡେ ଅସୁବିଧାକୁ ଏଡାଇ ଶେଷରେ ଘରେ ପହଞ୍ଚନ୍ତି..କିନ୍ତୁ ତାରା ଘରେ ତାଲା ଦେଖି ଏବେ କ’ଣ କରିବ କିଛି ବୁଝିପାରେନି..?