ତାରା ତାରିଣୀଙ୍କ ବିରୁଦ୍ଧରେ ମୋହିନୀ କେସ୍ ଲଢେ.. ଅଦାଲତରେ ମୋହିନୀ ସପକ୍ଷରେ କେସ୍ ଯାଏ ଏବଂ ତାରା ତାରିଣୀଙ୍କୁ ଜାମିନ୍ ରେ ଆସିବାକୁ ଅନୁମତି ମିଳେନି ସେପଟେ କନିକା ଓ ପରିବାର ଏ ଖବର ଶୁଣି ଚିନ୍ତାରେ ପଡିଯାନ୍ତି..