Tarini Akhira Tara
39 Views
Dec 31 1969
00:21:50
5

ତାରାକୁ ବଞ୍ଚେଇବା ପାଇଁ ରୁକ୍ମିଣୀ ଓ ତାରିଣୀ ପହଞ୍ଚନ୍ତି ହେଲେ ରଣବୀର୍ ଆଉ ତା ଗୁଣ୍ଡା ମାନଙ୍କର ସାମ୍ନା ସେମାନେ କରିପାରନ୍ତିନି.. ଶେଷରେ ତ୍ରୀଶା ଓ ରଣବୀର୍ ତାରିଣୀକୁ ଜିଅନ୍ତା ଜାଳିଦିଅନ୍ତି.. କ’ଣ ମା ଦୁର୍ଗା ତାରା ଆଉ ତାରିଣୀକୁ ରକ୍ଷା କରିପାରିବେ..?
Share