ତରୁଣ ରୁକ୍ମିଣୀକୁ କହେ ସେ ତାରା ସହିତ ଶେଷ ଥର ପାଇଁ ଦେଖା କରିବାକୁ ଚାହୁଁଛି.. ସେପଟେ ମୋହିନୀ ତାରାକୁ କହେ ତରୁଣକୁ ବାହାଘର ପାଇଁ ରାଜିକରେଇବାକୁ.. ତାରିଣୀ ମୋହିନୀର ଏ କଥା ଶୁଣିବା ପରେ ତାକୁ ବହୁତ କଷ୍ଟ ହୁଏ..ଏବଂ ସେ ନିଷ୍ପତ୍ତି ନିଏ ତାରାର ସାଥ୍ କେବେ ବି ଛାଡିବନି.. ମୋହିନୀର ଯୋଜନା ନା ତରୁଣର ଭଲପାଇବା ଏବେ କାହାର ହେବ ଜୀତ୍..?