ତାରିଣୀ ତାରା ପାଇଁ ନିଜ ଜୀବନକୁ ଜଳାଞ୍ଜଳୀ ଦେବାକୁ ପ୍ରସ୍ତୁତ ହୁଏ.. ସେପଟେ ତୁଶାର ତାରିଣୀର ବେବୀକୁ ନେଇଥିବା ସ୍ୱପ୍ନ କଥା ଭାବି ଦୁଃଖରେ ଥାଏ.. କନିକା, ମୋହିନୀ ଓ ପଟ୍ଟନାୟକ ପରିବାରର ଖୁସି କାଳେ ନଷ୍ଟ ହେଇଯିବ ଆଉ ତାରିଣୀ କିଛି ଭୁଲ୍ କରିଦେବ ସେଥିପାଇଁ ସେ ଚିନ୍ତାରେ ଥାଏ.. ତାରିଣୀ ଓ ତୁଶାରର ମିଛ କନିକା ସାମ୍ନାକୁ ଆସିଯାଏ.. ଯାହା ପାଇଁ କନିକା ତାରିଣୀ ଉପରେ ରାଗିଯାଏ.. କ’ଣ ତାରିଣୀର ପରିସ୍ଥିତିକୁ ବୁଝିପାରିବ କନିକା.. ?