ତାରା କନିକା କୁ ଅନୁରୋଧ କରେ ତାକୁ ଆଉ 24 ଘଣ୍ଟା ପାଇଁ ତାରିଣୀ ଘରେ ରହିବାର ଅନୁମତି ଦେବାକୁ...କନିକା ମଧ୍ୟ ତାରା କଥାରେ ରାଜି ହେଇଯାଏ..ତାରା ଯିବା ଆଗରୁ ତରୁଣ ଓ ତ୍ରୀଶାକୁ ଏକାଠି କରିବ ବୋଲି ମୋହିନୀକୁ କଥା ଦିଏ..କଣ ତାରା ମୋହିନୀକୁ ଦେଇଥିବା କଥା ରଖିପାରିବ...?