ରଣବୀର୍ ରୁକ୍ମିଣୀକୁ ନେଇ ଚିନ୍ତାରେ ଥାଏ ଏବଂ ସେ ରୁକ୍ମିଣୀରୁ ମାରିବାକୁ ପୁଣିଥରେ ଚେଷ୍ଟା କରେ କିନ୍ତୁ ତାରିଣୀ ସେଠି ପହଁଚିଯାଏ ଓ ରଣବୀର୍ ର ପ୍ଲାନ୍ ବିଫଳ ହୁଏ.. ରଣବୀର୍ ମିଛ ଅଭିନୟ କରି ସେଠାରୁ ବଞ୍ଚିଯାଏ.. କ’ଣ ରଣବୀର୍ ନିଜ ଉଦେଶ୍ୟରେ ସଫଳ ହେଇପାରିବ.. ?