ତ୍ରୀଶାକୁ ନେଇ ତରୁଣ ଖୁସିଥିବା ବେଳେ ତୁଷାର କିନ୍ତୁ ତରୁଣ ଓ ତ୍ରୀଶାର ସଂପର୍କକୁ ନେଇ ଖୁସି ନ ଥାଏ ଏବଂ ସେ ଜାଣିପାରେ ମୋହିନୀ ହିଁ ତରୁଣ ତ୍ରୀଶାକୁ ଏକାଠି କରିବାର ଯୋଜନା କରିଥିଲା...ଅନ୍ୟପଟେ ତାରା କନିକାକୁ ଅନୁରୋଧ କରେ ତନୁଜା ଓ ବୀର୍ ସାମ୍ନାରେ ତା ରୋଗ ବିଷୟରେ କିଛି ନ କହିବାକୁ...କ’ଣ ପରିବାର ଲୋକଙ୍କ ଠାରୁ ଏତେ ବଡ ସତ ଲୁଚାଇ ରଖିପାରିବ ତାରା...?