ତାରା ସ୍ଥିର କରେ ତାରିଣୀ ଘର ଛାଡି ଚାଲିଯିବ ହେଲେ ତାରିଣୀ ତାକୁ ଅଟକାଇବା ସହ ତାରାକୁ କହେ ସେ ଏ ନିର୍ବନ୍ଧ ଅଟକେଇବା ଦରକାର.. ସେପଟେ ତାରା ତରୁଣର ଜନ୍ମଦିନ ପାଇଁ କିଛି ପ୍ଲାନ୍ କରେ.. ତାରିଣୀ ତ୍ରୀଶାକୁ କହେ ସେ ତାର ସବୁ ସତ ପରିବାର ସାମ୍ନାକୁ ନେଇ ଆସିବ ଯଦି ସେ ଏ ନିର୍ବନ୍ଧ ନ ଅଟକାଏ.. କ’ଣ ତ୍ରୀଶା, ତାରିଣୀ କଥାରେ ଡରିଯାଇ ଏ ନିର୍ବନ୍ଧ ଅଟକେଇ ଦେବ.. ?