ତରୁଣ ତାରାକୁ ରେକର୍ଡିଂ ଷ୍ଟୁଡିଓରେ ଅପେକ୍ଷା କରେ ହେଲେ ତାରା ପହଂଚିପାରେନି.. ପରେ ତରୁଣ ଜାଣିପାରେ ତାରା ତା Treatment ପାଇଁ ହସ୍ପିଟାଲରେ ଅଛି.. ତାରା ଓ ତରୁଣଙ୍କ ସଂପର୍କକୁ ନେଇ ତାରିଣୀ ବହୁତ ଚିନ୍ତାରେ ପଡିଯାଏ.. ସେ ଦୁହିଙ୍କୁ ଏକାଠି ଦେଖି ସେ ଆଶ୍ଚର୍ଯ୍ୟ ହୁଏ.. କଣ ତାରିଣୀ ସାମ୍ନାରେ ଧରାପଡିଯିବ ତରୁଣ ମନର କଥା..?