କନିକା ତାରାକୁ ବୁଝେଇବାକୁ ଚେଷ୍ଟା କରେ ହେଲେ ତାରା କହେ ସେ ତରୁଣ ଜୀବନକୁ ଫେରିପାରିବନି.. ସେପଟେ ତ୍ରୀଶା ଓ ମୋହିନୀର ଯୋଜନା ସଫଳ ହୁଏ ତାରା ପଟ୍ଟନାୟକ ପରିବାରରେ ରହେ.. ତାରିଣୀ, ତରୁଣର ନିଷ୍ପତ୍ତି ପାଇଁ ତାରାକୁ ଦୋଷ ଦିଏ ହେଲେ ତାରା ସାମ୍ନାରେ ତ୍ରୀଶାର ସତ କହିପାରେନି..କ’ଣ ତାରା ତାରିଣୀ ମନରେ ଥିବା ଡର ବିଷୟରେ ଜାଣିପାରିବ...?