ନିଜ ରୋଗ ବିଷୟରେ ତାରିଣୀକୁ କେମିତି କହିବ ସେଥିପାଇଁ ଚିନ୍ତାରେ ତାରା..ଅନ୍ୟପଟେ ତାରା ଚାଲିଯିବ ଭାବି ତାରିଣୀ ମଧ୍ୟ ଦୁଃଖି ହୁଏ...କନିକା ଓ ରାକେଶ ଚାହାନ୍ତି ତାରିଣୀ ସାମ୍ନାରେ ତାରାର ରୋଗ କଥା ଜଣାଇ ଦେବାକୁ ହେଲେ କଣ ତାରା କନିକାର ଏ ନିଷ୍ପତ୍ତିକୁ ସଫଳ ହେବାକୁ ଦେବ..?