Tarini Akhira Tara
26 Views
Dec 31 1969
00:22:51
5

ରୁକ୍ମିଣୀ କଥାକୁ ଭୁଲ୍ ବୁଝି ମୋହିନୀ ତାକୁ ଗାଳିକରେ ଏବଂ ତା ସହିତ ପୁରା ପରିବାର ଲୋକଙ୍କୁ ଚ୍ୟାଲେଂଜ୍ କରେ DNA test report ଆସିବା ପରେ ସେ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦବ ବୋଲି.. ସେପଟେ ତୁଶାର ଓ ରଣବୀର୍ ଗଣପତି ବପ୍ପାଙ୍କୁ ଘରକୁ ନେଇକି ଆସନ୍ତି.. ତୁଶାର ପ୍ରାର୍ଥନା କରେ ରିପୋର୍ଟ ସହିତ କେମିତି ରଣବୀର୍ ର ଅସଲ ମୁଖା ଖୋଲିଯାଉ.. କ’ଣ ପରିବାର ସାମ୍ନାରେ ଧରାପଡିଯିବ ରଣବୀର୍ ର ସତ..?
Share