ତୁଷାର-ତାରିଣୀ ହନିମୁନ୍ ରେ ଯିବାପାଇଁ ମୋହିନୀ ରାଜି ହେଇଯାଏ..ଅନ୍ୟପଟେ ତରୁଣ ଜାଣିପାରେ ତାରା ତା ଫୋନ୍ ଓ ପର୍ସ ଗାଡିରେ ଛାଡି ଚାଲିଯାଇଛି..ଏବଂ ବସ୍ ତାରା କୁ ଅଧାରାସ୍ତାରେ ଛାଡିଦେଇଛି..ତରୁଣ ତାରା ପାଇଁ ଆହୁରି ଚିନ୍ତାରେ ପଡିଯାଏ..