ତୁଶାର ତାରିଣୀକୁ କଥା ଦିଏ ସେ ତାରା ଆଉ ତାରିଣୀକୁ ନିଶ୍ଚୟ ମୁକୁଳେଇବ.. ସେପଟେ ତାରା ସ୍ଥିର କରେ ତରୁଣ ଠାରୁ ଅଲଗା ହେବାକୁ.. କିନ୍ତୁ ମୋହିନୀ ନିଜ ପୁଅକୁ ନ୍ୟାୟ ଦେବାକୁ ଯାଇ ପରିବାରର ବିରୁଦ୍ଧରେ ଛିଡା ହୁଏ...