ତାରିଣୀ ତାରାର ବ୍ୟବହାର ଦେଖି ବହୁତ କଷ୍ଟ ପାଏ ହେଲେ ତୁଶାର ତାକୁ ବୁଝାଏ ତାରିଣୀକୁ ଏମିତି ସବୁକଥାରେ ଅଟକେଇବା ପାଇଁ.. ସେପଟେ ତାରାକୁ ବି ତରୁଣ ବୁଝାଏ ପରେ ଦୁହେଁ ଦୁହିଙ୍କ ଭୁଲ ବୁଝିପାରି ତାରା ଓ ତାରିଣୀ ଏକାଠି ହୁଅନ୍ତି ହେଲେ ହଠାତ୍ ତାରାର ଦେହ ଅସୁସ୍ଥ ହେଇଯାଏ..କଣ ତାରାର ଜୀବନ ରକ୍ଷା କରିପାରିବ ତାରିଣୀ ..?