Tarini Akhira Tara
38 Views
Dec 31 1969
00:22:07
5

ତାରା ଓ ତରୁଣଙ୍କ ନିର୍ବନ୍ଧ ଆରମ୍ଭ ହୁଏ ହେଲେ ଶୁଭ ଦୀପ ଲିଭିଯାଏ.. ଯାହାକୁ ନେଇ ତ୍ରୀଶା ଓ ଅନ୍ୟମାନେ ଡରିଯାନ୍ତି..ହେଲେ ମୋହିନୀ ଏ ସବୁକୁ ଅନ୍ଧବିଶ୍ୱାସ କହି ନିର୍ବନ୍ଧ କାମକୁ ଆଗକୁ ବଢେଇବାକୁ କହେ.. କିନ୍ତୁ ତ୍ରୀଶା ଓ ତରୁଣ ଦୁହେଁ ଦୁହିଙ୍କୁ ମୁଦୀ ପିନ୍ଧେଇବା ଆଗରୁ ତାରା ଆସି ନିର୍ବନ୍ଧକୁ ଅଟକାଏ.. ଏବଂ ସେ ତରୁଣକୁ ଭଲପାଏ ବୋଲି କହେ..କ’ଣ ତ୍ରୀଶା ତାରାର ଭଲପାଇବା ଆଗରେ ହାର ମାନିବ..?
Share