Tarini Akhira Tara
57 Views
Dec 31 1969
00:20:49
5

ତାରା ନିଜ କ୍ୟାନ୍ସର ସହିତ ଲଢିବା ସହ ସେ ତାର ଚୁଟି ଫେରିଆସିବା ଦେଖି ବହୁତ ଖୁସି ହୁଏ.. ତାରିଣୀ ମଧ୍ୟ ଏ ସବୁ କଥା ଜାଣିଖୁସି ହୁଏ.. ସେପଟେ ତ୍ରୀଶା ତାରାର ଏ ଖୁସିକୁ ସହି ନପାରି ତାରିଣୀକୁ ବହୁତ କିଛି କହେ.. ମୋହିନୀ ତାରିଣୀ ବଦଳରେ ତ୍ରୀଶାକୁ ସମର୍ଥନ କରେ.. ତରୁଣ ତାରା ପାଇଁ ତ୍ରୀଶାକୁ ଗାଳି କରେ ଏ ସବୁ ତ୍ରୀଶା ସହିପାରେନି.. ତରୁଣ ମନରୁ ତାରାକୁ ବାହାର କରିବା ପାଇଁ ଏବେ କଣ ହେବ ତ୍ରୀଶାର ନୂଆ ଯୋଜନା..?
Share