Tarini Akhira Tara
39 Views
Dec 31 1969
00:21:30
5

ତାରାର Treatment ପାଇଁ ତନୁଜା ନିଜ ଗହଣା ଦେଉଥିଲା ବେଳେ ତାରା ସାମ୍ନାରେ ପୁରା ପରିବାର ଏ ସବୁ ସତକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି...ଅନ୍ୟପଟେ ତୁଷାର ତ୍ରୀଶାର ସତ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଯୋଜନା ବନାଏ... ତ୍ରୀଶା ତୁଷାର ପ୍ରଶ୍ନରେ ଖୁବ ଡରିଯାଏ...ଆଉ ଶେଷରେ ନିଜେ ଖାଇବା ନ ବନେଇଥିବା କଥା ପୁରା ପରିବାର ଆଗରେ ମାନିଯାଏ..କଣ ତ୍ରୀଶାର ସତ ଜାଣି ବି ତ୍ରୀଶାକୁ କ୍ଷମା କରିଦେବ ମୋହିନୀ...?
Share