Tarini Akhira Tara
42 Views
Dec 31 1969
00:21:50
5

ତ୍ରୀଶା ମୋହିନୀକୁ ଅନୁରୋଧ କରେ, ତରୁଣ ସହ ତା ସମ୍ପର୍କ ଆଉଥରେ ଗଢିବା ପାଇଁ ସାହାର୍ଯ୍ୟ କରିବାକୁ..ହେଲେ ତରୁଣ ଓ ତାରାର ମିଳାମିଶାକୁ ନେଇ ମୋହିନି ଚିନ୍ତାରେ ପଡିଯାଏ...ଅନ୍ୟପଟେ କନିକା ତାରାର ଏତେ ବଡ ରୋଗ ବିଷୟରେ ଜାଣି କଣ କରିବ କିଛି ବୁଝିପାରେନି...କ’ଣ କନିକା ତାରାର ଏ ରହସ୍ୟ ସମସ୍ତଙ୍କ ସାମ୍ନାରେ ଖୋଲିପାରିବ..?
Share