ତରୁଣ ତାରାକୁ ଛାଡିକି ଯିବନି ବୋଲି କହେ.. ସେପଟେ ରୂପମ୍ ତାରାର ନାଁ ଶୁଣିବା ପରେ ବିଚଳିତ ହେଇଯାଏ.. ସେ ନିଜ ପରିବାର ଓ ତାରା, ତାରିଣୀ କଥା ମନେ ପକାଏ ଏବଂ ତାରା ସହ କଥା ହବାକୁ ଚେଷ୍ଟା କରି କଥା ହେଇପାରେନି.. ତାରିଣୀ ତ୍ରୀଶାକୁ ନିଜ ଭୁଲ ସହ ଆମ୍ନା ସାମ୍ନା କରାଏ.. କ’ଣ ତାରିଣୀ ତ୍ରୀସାର ସତ ତା ମୁହଁରେ ଆଣିପାରିବ.. ?