Tarini Akhira Tara
32 Views
Dec 31 1969
00:22:09
5

ପୁରା ପରିବାର ମିଶି ମାଣବସା ଗୁରୁବାର ପାଳନ କରନ୍ତି..ହେଲେ ହଠାତ୍ ତାରାର ଦେହ ଖରାପ ହେଇଯାଏ...ସେ ନିଜକୁ ନ ସମ୍ଭାଳି ପାରି ପୂଜା ଛାଡି ଚାଲିଯାଏ...ରାକେଶ ତାରାର ଦେହ ଖରାପ ହେବା ଦେଖି ଖୁବ ଡରିଯାଏ..ହେଲେ ତାରା ଏ ସବୁ ପୁରା ପରିବାର ଠାରୁ ଲୁଚେଇ ରଖିବାକୁ ରାକେଶକୁ କହେ...ଏବଂ ମୋହିନୀର ଜନ୍ମଦିନର ପ୍ରସ୍ତୁତି କରେ...
Share