ତାରିଣୀ ମୋହିନୀକୁ ବୁଝେଇବାକୁ ଚେଷ୍ଟା କରେ ଏବଂ କହେ ଯୋଗେଶକୁ କ୍ଷମା କରିଦେବାକୁ.. ରଣବୀର୍ ମଧ୍ୟ ମୋହିନୀକୁ ବୁଝାଏ..ପରେ ମୋହିନୀ ବୁଝିଯାଏ ଏବଂ ଯୋଗେଶ କଥା ହୁଏ.. ସେପଟେ ରୁକ୍ମିଣୀ ରୁମ୍ ଭିତରେ ବନ୍ଦ ହେଇଯାଏ.. ରଣବୀର୍ ତାରାର କ୍ଲିପ୍ ନେଇ ରୁକ୍ମିଣୀକୁ ରୁମ୍ ଭିତରୁ ବାହାର କରେ.. ରଣବୀର୍ ର କାମ କରିବା ଶୈଳୀ ଦେଖି ତୁଶାର ସନ୍ଦେହ କରେ..