ତାରିଣୀ, ସତ ଜାଣିବା ପରେ ତ୍ରୀଶା ରଣବୀର୍ କୁ ଚେତାବନି ଦିଏ.. ହେଲେ ରଣବୀର୍ ଓ ତ୍ରୀଶା ତା କଥାର ଖାତିର୍ କରନ୍ତିନି.. ସେପଟେ ତୁଶାର ଜାଣିପାରେ ତ୍ରୀଶା ଜେଲ୍ ରୁ ଫେରିଆସିଛି.. ପୁରା ପରିବାର ସାମ୍ନାରେ ତାରିଣୀ କହେ ରଣବୀର୍ ଓ ତ୍ରୀଶା ମିଶିଛନ୍ତି ବୋଲି କିନ୍ତୁ ରଣବୀର୍ ମିଛ ବାହାନା କରି ମୋହିନୀର ରାଣ ଖାଇ ଏ କଥାକୁ ମିଛ ବୋଲି ପ୍ରମାଣିତ କରିଦିଏ.. ରଣବୀର୍ ର ସତ ସାମ୍ନାକୁ ଆଣିବାକୁ ଏବେ କ’ଣ କରିବ ତାରିଣୀ.. ?