Tarini Akhira Tara
43 Views
Dec 31 1969
00:21:50
5

ରଣବୀର୍ ର ହାବ ଭାବ ଦେଖିକି ତାରିଣୀ ମନରେ ସନ୍ଦେହ ଆସେ ଏବଂ ସେ ରଣବୀର୍ କୁ ପ୍ରଶ୍ନ କରେ..କିନ୍ତୁ ରଣବୀର୍ ପୁଣି ମିଛ କହି ଖସିଯାଏ.. ସେପଟେ ମୋହିନୀର ଏମିତି ହଠାତ୍ ବଦଳିଯିବାଟା ରୁକ୍ମିଣୀକୁ ଖରାପ ଲାଗେ.. ରଣବୀର୍ ତାରା ଓ ତରୁଣ ସହିତ ଡିନର୍ କରିବାକୁ ଯାଏ.. ତାରା ଓ ତରୁଣକୁ ବାହାରକୁ ଆଣିବା ପଛରେ କ’ଣ ରହିଛି ରଣବୀର୍ ର ଉଦେଶ୍ୟ ?
Share