ରାକେଶକୁ ଲାଗେ କନିକା ତାକୁ କିଛି ଲୁଚଉଛି ଯାହା ପାଇଁ ସେ ତାରିଣୀକୁ ଜଣାଏ..କନିକା ବାରମ୍ବାର ମହେଶ ପାଖକୁ ଯିବା କଥା ଜାଣିବା ପରେ ତାରା ଓ ତାରିଣୀ ଚିନ୍ତାରେ ପଡିଯାନ୍ତି ହେଲେ କନିକା ସେମାନଙ୍କୁ ମିଛ କହି ବୁଝେଇ ଦିଏ...ଅନ୍ୟପଟେ ମୋହିନୀ ତ୍ରୀଶା ଓ ତରୁଣଙ୍କୁ ଏକାଠି କରିବାକୁ ସ୍ତିର କରେ...ହେଲେ କ’ଣ ମୋହିନୀର ଏ ଯୋଜନା ସଫଳ ହେବ ?