ତାରା Party ପାଇଁ ପୁରା ପ୍ରସ୍ତୁତି ହେଉଥିବା ବେଳ ତରୁଣ ତାରାକୁ ଦେଖି ବହୁତ ଖୁସି ହେଇଯାଏ ଏବଂ ଦୁହେଁ ଦୁହିଙ୍କୁ ପ୍ରମିସ୍ କରନ୍ତି ସେମାନଙ୍କ ଏ ଖୁସିର ମୁହୁର୍ତରେ ଆଉ କେହି ବି ଆସିବେନି.. ଅନ୍ୟପଟେ ନିଜ ଅଧିକାର ପାଇବା ପାଇଁ ଏବଂ କିଛି ପୁରୁଣା ହିସାବ ନେବା ପାଇଁ ଆସୁଛି ରଣବୀର୍.. କିଏ ଏ ରଣବୀର୍ ଏବଂ କ’ଣ ତା ପାଇଁ ବଦଳିଯିବ ତାରା ତରୁଣଙ୍କ ଜୀବନର ମୋଡ଼ ?