ବୀର୍ ଓ ତନୁଜା ତାରା ସାମ୍ନାରେ ସତ ଜାଣିଥିବା ଲୁଚାନ୍ତି..ଅନ୍ୟପଟେ ତ୍ରୀଶାକୁ ମୋହିନୀ କୁହେ ସମସ୍ତଙ୍କ ପାଇଁ ଖାଇବା ବନେଇବାକୁ...ତ୍ରୀଶାକୁ ଖାଇବା ଆସେନି କିନ୍ତୁ ସମସ୍ତଙ୍କ ସାମ୍ନାରେ ନିଜକୁ ରକ୍ଷା କରିବା ପାଇଁ ସେ ହୋଟେଲ୍ ରୁ ଖାଇବା ଆଣେ...କ’ଣ ତ୍ରୀଶାର ଏ ସତ ପଟ୍ଟନାୟକ ପରିବାର ସାମ୍ନାକୁ ଆସିପାରିବ...?